ଷ୍ଟେରଏଡ ହିଁ ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରୁଛି: AIIMS ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ (Corona Virus) ସହିତ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ (Black Fungus) ରୋଗ ମଧ୍ୟ ବଢିବାରେ ଲାଗିଛି। ଅନେକ ରାଜ୍ୟ ଏପରି ରୋଗୀଙ୍କୁ Read more