DL: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା କାଲିଠାରୁ ନୂଆ ଆବେଦନପତ୍ର

ଭୂବନେଶ୍ଵର: କରୋନା ମହାମାରୀ (Corona Pandemic) ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ପରିବହନ କାର୍ଯ୍ୟାଳୟରେ ନୂତନ ଆବେଦନପତ୍ର ଗ୍ରହଣ ସହ ଡ୍ରାଇଭିଂ ଟେଷ୍ଟ ମଧ୍ୟ ବନ୍ଦ ରହିଥିଲା। Read more