Corona Cases Odisha: ରାଜ୍ୟରୁ ଆଜି ୧୪ କରୋନା ଚିହ୍ନଟ, ଏପର୍ଯ୍ୟନ୍ତ ନେଲେଣି ୬ କୋଟିରୁ ଅଧିକ ଡୋଜ ଟୀକା
ଭୁବନେଶ୍ଵର: Corona Cases Odisha Today ଗତକାଲି ଓଡ଼ିଶାରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଆଜି ରବିବାର ୪ଜିଲ୍ଲାରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ
Read More