ଏଥର ଗ୍ରାହକ ନିଜେ ନିଜର କରିପାରିବେ ମିଟର ରିଡିଂ, TPCODL MITRA ଆପ୍ ଲଞ୍ଚ

ଭୁବନେଶ୍ୱର:ଗ୍ରାହକଙ୍କ ସୁବିଧା ପାଇଁ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡିଶା ବିତରଣ ଲିମିଟେଡ୍ (TPCODL) ପକ୍ଷରୁ ସେଲ୍ଫ୍ ମିଟର ରିଡିଂ ଆପ୍ – ‘TPCODL MITRA’ ଲଞ୍ଚ କରିଛି। Read more