Panchayat Shutdown: ରାଜ୍ୟରେ ପୁଣି କେତେକ ପଞ୍ଚାୟତକୁ ସଟଡାଉନ କଲେ ସମ୍ପୃକ୍ତ ସରପଞ୍ଚ

ଝାରସୁଗୁଡ଼ା: ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା କରୋନା (Covid-19) ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଜାରି ରହିଛି। Read more