Talcher Medical College: ତାଳଚେର ମେଡିକାଲ କଲେଜ ହେବ କାର୍ଯ୍ୟକ୍ଷମ, ଉପକୃତ ହେବେ ୭୦ଲକ୍ଷ ଲୋକ

ତାଳଚେର (ବ୍ୟୁରୋ): Talcher Medical College Updates ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଅନୁମୋଦନ କରିଛନ୍ତି। ଏହାର Read more