ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ କୋଭିଡ଼-୧୯ ରେ ଆକ୍ରାନ୍ତ

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ସେ କରୋନାଭାଇରସ୍ ପଜିଟିଭ୍ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଭଲ ଅନୁଭବ କରୁଛନ୍ତି Read more