Labour Day 2021: ଆଜି ହେଉଛି ବିଶ୍ଵ ଶ୍ରମିକ ଦିବସ; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ଵର: ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ (International Labour Day)। ରାଷ୍ଟ୍ର ନିର୍ମାଣ ଦିଗରେ ଶ୍ରମିକ ଓ ଶ୍ରମଜୀବୀ ମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି Read more