INFORMATION AND TECHNOLOGY

Breaking Newsଜାତୀୟଟେକ୍ନୋଲୋଜି

Digital Media Guidelines: Content ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (Information Technology)(ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ର ଭାଗ ୩ ର ନିୟମ ୧୬ ସଂକ୍ରାନ୍ତରେ Read More
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

CET Virtual Conference: ସିଇଟି ଓ ଆଇସିଟି-ଆଇଓସି ମିଳିତ ଉଦ୍ୟମରେ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ

ଭୁବନେଶ୍ଵର: ସ୍ଥାନୀୟ ରସାୟନ ବିଜ୍ଞାନ ବିଭାଗ, କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(CET) ଓ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜି (Institute Of Chemical Technology) ଭୁବନେଶ୍ଵରର Read More
Breaking Newsଓଡ଼ିଶାଜାତୀୟ

ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ପାଇବେ ଆନ୍ତର୍ଜାତିକ ପ୍ରମାଣପତ୍ର

ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି Read More
Breaking Newsଓଡ଼ିଶାଜାତୀୟ

ଭାରତରେ ନିବେଶ କରିବା ଲାଗି ଏହା ସବୁଠୁ ଶ୍ରେଷ୍ଠ ସମୟ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ (IBM)ର ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି। ଚଳିତ Read More