Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

▶ ଗୋଦାମ ନିକଟରେ ଥିବା ବଏଲରରେ ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିଲା ▶ ରାସାୟନିକ ୟୁନିଟରେ ବିସ୍ଫୋରଣ ପରେ ଗୋଦାମ ଘର ଭୁଶୁଡି ପଡିଛି ଅହମ୍ମଦାବାଦ: ବୁଧବାର Read more