Covid-19 Odisha Updates: ରାଜ୍ୟରେ ଆଜି ୧୫ଜିଲ୍ଲାରୁ ୬୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ରାଜ୍ୟରୁ ଆଜି ୧୫ଜିଲ୍ଲାରୁ ୬୯ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୪୧ଜଣ ଆକ୍ରାନ୍ତ
Read More