Covid-19 Odisha: ରାଜ୍ୟରେ ଆଜି ୧୪ଜିଲ୍ଲାରୁ ୭୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ କିଛି ଜିଲ୍ଲାରୁ ଗତ କିଛିଦିନ ଧରି କରୋନା ପଜିଟିଭ (Corona Positive) ଚିହ୍ନଟ ହେଉ ନଥିଲେ, ଆଜି ପୁଣି ସେମିତି କିଛି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି ୧୪ଜିଲ୍ଲାରୁ ୭୦ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅନୁଗୋଳରୁ ୧୧ଜଣ, ବାଲେଶ୍ଵରରୁ ୬ଜଣ, ବରଗଡ଼ ଜିଲ୍ଲାରୁ ଜଣେ, କଟକରୁ ୩ ଜଣ, ଦେଓଗଡ ଓ ଢେଙ୍କାନାଳ ଜିଲ୍ଲାରୁ ୨ଲେଖାଏଁ, ଯାଜପୁରରୁ ୪ଜଣ, ଝାରସୁଗୁଡାରୁ ୨ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୬ଜଣ, ପୁରୀରୁ ଜଣେ, ରାୟଗଡାରୁ ୨ଜଣ, ସୋନପୁରରୁ ଜଣେ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୪ଲକ୍ଷ ୭୨ହଜାର ୨୩୦ ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୩୭ହଜାର ୭୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୮ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୪ ହଜାର ୯୯୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୮୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
RECOMMENDED DEALS
Samsung 80 cm (32 Inches) Wondertainment Series HD Ready LED Smart TV UA32T4340AKXXL (Glossy Black) (2020 Model)
₹ 17,490.00 (as of April 16, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Toshiba 80 cm (32 inches) Vidaa OS Series HD Ready Smart ADS LED TV 32L5050 (Black) (2020 Model)
₹ 15,990.00 (as of April 16, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Redmi TV X55 - 139 cm (55 inches) 4K Ultra HD Android Smart LED TV (Black)
₹ 38,999.00 (as of April 16, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)MI TV 4A 100 cm 40 Inches Full HD Android LED Smart TV with Data Saver (Black)
₹ 21,999.00 (as of April 16, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Vu 108 cm (43 inches) Full HD UltraAndroid LED TV 43GA (Black) (2019 Model)
₹ 24,999.00 (as of April 16, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read |Covid19 New Guidelines: ମଲ୍,ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ କୋଭିଡ଼ ମାର୍ଗଦର୍ଶିକା ଜାରି