Family Court: ଫ୍ୟାମିଲି କୋର୍ଟର ବିରଳ ନିଷ୍ପତ୍ତି, ପତ୍ନୀ ଦେବ ସ୍ୱାମୀଙ୍କୁ ମାସିକ ପ୍ରତିପୋଷଣ ଖର୍ଚ୍ଚ
ମୁଜାଫରନଗର: ଆଜିସୁଦ୍ଧା ଆପଣ ନିଶ୍ଚୟ ଶୁଣିଥିବେ ଯେ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ଟଙ୍କା ଦେବା ପାଇଁ ସ୍ୱାମୀଙ୍କୁ ଫ୍ୟାମିଲି କୋର୍ଟ (Family Court) ନିର୍ଦ୍ଦେଶ ଦେଇଥାଏ।
Read more