ଓଡ଼ିଶା

ଓଡ଼ିଶାରେ ସଫଳ ପ୍ଲାଜମା ଥେରାପି ଚିକିତ୍ସା , ରୋଗୀ ହେଉଛନ୍ତି ସୁସ୍ଥ

ଭୁବନେଶ୍ଵର : ଗୁରୁତର ହୋଇଥିବା କରୋନା ରୋଗୀ କୁ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପୀ(Plasma Therapy) ଚିକିତ୍ସା ସଫଳ ହୋଇଛି।  କୋଭିଡ଼-୧୯ରେ  ଗୁରୁତର ପୀଡ଼ିତ ୬...

ଏଥର ସିପେଟ ରେ ହେବ ପିପିଇ କିଟ୍ ପରୀକ୍ଷଣ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ ଇଂଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି (ସିପେଟ୍) ରେ କୋଭିଡ଼-୧୯ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ଗୁଡ଼ିକର...

ଏମସିଏଲ ସହାୟତାରେ ୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ରାଜିନାମା

ସମ୍ବଲପୁର : କୋଭିଡ-୧୯ ବିରୋଧରେ ସଂଗ୍ରାମକୁ ସଶକ୍ତ କରିବା ଲକ୍ଷ୍ୟରେ ଝାରସୁଗୁଡାରେ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଓ...

ଏକ ଦେଶ ଏକ ରେସନକାର୍ଡ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେଲା

ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ। ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ...

ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ...

ଆଜି ରାଜ୍ୟରେ ନୂଆ ୭୩୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି  ୭୩୬  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୫...

ଆଜି ରାଜଧାନୀ ରେ ପୁଣି ୮୭ ଜଣ କରୋନା ପୋଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ସଂକ୍ରମିତ ୮୭ ଜଣ ଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ରାଜଧାନୀର ଥିବା ବିଭିନ୍ନ ବସ୍ତି, ହସ୍ପିଟାଲ ଓ ହଟସ୍ପଟ୍‌ ଜିଲ୍ଲାରୁ...

କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି ୭୧ ,୨୨୯ କୋଟି ଟଙ୍କା ରିଫଣ୍ଡ

ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି : ଆୟକର ବିଭାଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା...

ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ ଅଧିକ

ଦେଶରେ କୋଭିଡ଼-୧୯ର ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ଚାଷ କାର୍ଯ୍ୟ ଆଗେଇଚାଲିଛି। ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ।...

ରାଜ୍ୟରେ ନୂଆ ୫୯୧ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

ରାଜ୍ୟରେ ଆଜି  ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭...

ରାସ୍ତାରେ ବେପାର କରୁଥିବା ଲୋକ ଙ୍କୁ ମିଳିବ ଘର,ପାଇଲେଣି ୪୮ ହଜାର

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାରେ ବେପାର କରୁଥିବା ଲୋକ (ଷ୍ଟ୍ରିଟ ଭେଣ୍ଡର)ଙ୍କୁ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ମୋବାଇଲ ଆପ୍‌ ଆଜି...

ସରକାରୀ କର୍ମଚାରୀ ଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌, ସ୍ୱାସ୍ଥ୍ୟ ବିଭାଗ ବାଦ

ଭୁବନେଶ୍ୱର : ଗତକାଲି ରାତି ୯ ରୁ  କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ଲକଡାଉନ୍...

ଘରୋଇ ଚିକିତ୍ସକଙ୍କ ପାଇଁ ଗାଇଡଲାଇନ୍

ଡାକ୍ତର ମାନେ ଅଧିକ କରୋନାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଙ୍କ ପାଇଁ ଗାଇଡ଼ ଲାଇନ ଯାରିକରିଛନ୍ତି। ବିଶେଷକରି ଯେଉଁ...

ପୋଲିସକୁ ଫିଟ ଚିନ୍ତା,ଇନକ୍ରିମେଣ୍ଟ ହୋଇପାରେ ବନ୍ଦ

ଭୁବନେଶ୍ଵର : ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ...

କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା

ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ...

ରାଜ୍ୟ ରେ ସୁସ୍ଥ ହେଲେ ୪୫୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦

ରାଜ୍ୟରେ ଆଜି  ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ...

ଏଣିକି ରାଜ୍ୟରେ ଦୈନିକ ୧୦ ହଜାର କୋଭିଡ଼-୧୯ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତ ଙ୍କ ସଂଖ୍ୟା କୁ ଦେଖି ରାଜ୍ୟ ସରକାର ରାଜ୍ୟରେ  କରୋନା ଟେଷ୍ଟିଂ ସଂଖ୍ୟା ବଢେଇ ଦେଇଛନ୍ତି। ଏଣିକି ଦୈନିକ ୧୦ହଜାର...

ରାଜ୍ୟରେ ରେକର୍ଡ ସଂଖ୍ୟକ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

ରାଜ୍ୟରେ ଆଜି  ୭୧୮  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୭୯  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୩୯...

ଆଜିଠାରୁ ୪ ଜିଲ୍ଲା ଓ ରାଉରକେଲା ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ଲକଡାଉନ ରୁ ବାଦ

ଭୁବନେଶ୍ୱର: କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ଆଜି ଅନୁଗୋଳ ରୁ ୪ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ୧୫୮

ଅନୁଗୋଳ : ଆଜି ଜିଲ୍ଲାରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୪ ପଜିଟିଭଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ ଜଣ...

ଦଶ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

କୋଭିଡ଼-୧୯ ପରୀକ୍ଷା ପାଇଁ ପ୍ରତି କିଟ୍ ପାଇଁ ସର୍ବାଧିକ ଦର ୪୫୦ ଟଙ୍କା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା...

ରାଜ୍ୟ ରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ରାଜ୍ୟରେ ଆଜି  ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ...

୩୬ ଜଣ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ

ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ସୁସଂଗଠିତ କରିବା ନିମନ୍ତେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୩୬ ଜଣ ସକ୍ରିୟ ନେତାଙ୍କୁ...

ରାଜ୍ୟରେ ନୂଆ ୪୯୪ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

ରାଜ୍ୟରେ ଆଉ ୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୭୨...