ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଏ ବର୍ଷ ବଢିବନି ବିଦ୍ୟୁତ୍ ଶୁଳକ: OERC

Share this:

ଭୁବନେଶ୍ଵର: Odisha electric bill rate ଚଳିତ ୨୦୨୨-୨୩ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଖୁଚୁରା ବିଦ୍ୟୁତ ଶୁଳକ। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha State Electricity Regulatory Commission) ଙ୍କ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।  

ସୂଚନା ଅନୁସାରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୩ ଟଙ୍କା ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା ହୋଇଥିବାବେଳେ ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଆଦାୟ କରାଯିବ। ସବୁଠୁ ବଡ କଥା ଏଥର ଡିଜିଟାଲ ପେମେଣ୍ଟ (Digital Payment) ପାଇଁ ୩ ପ୍ରତିଶତ ସବସୀଡି ମିଳିବ।

Share this:

Leave a Reply

Your email address will not be published. Required fields are marked *