ଓଡ଼ିଶା

କୋଭିଡ-୧୯ କାଳରେ କୌଣସି କୋଲ୍ ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ ଏକ ଆକସ୍ମିକ ମୃତ୍ୟୁ ବୋଲି ବିବେଚନା କରାଯିବ: ଶ୍ରୀ ପ୍ରହ୍ଲାଦ ଯୋଶୀ

ନିର୍ଭରଶୀଳ ପ୍ରତ୍ୟେକ ହିତାଧିକାରୀ ପାଇବେ ସମସ୍ତ ଲାଭ ରାଞ୍ଚି : କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ କୋରୋନା ମହାମାରୀ...

ଅଦାନୀ ପାୱାର ଲିମିଟେଡ ଦ୍ଵାରା ଓପିଜିସିର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଞ୍ଜୁରି

ଭୁବନେଶ୍ଵର:ଅଦାନୀ ପାୱାର ଲିମିଟେଡ (APL) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (OPGC)ର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ...

ଅନୁଗୋଳ ଜିଲ୍ଲାରେ ୩୧ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସାପ୍ତାହିକ ହାଟ ବନ୍ଦ

ଅନୁଗୋଳ : କୋଭିଡ଼ -୧୯ ଭୂତାଣୁ ମହାମାରୀକୁ ରୋକିବା ପାଇଁ କଠୋର ସାମାଜିକ ଦୂରତା ଏବଂ ସଂଗରୋଧ  ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ।  ଯାହା ଭାରତ...

ଆଜି ଚିହ୍ନଟ ହେଲେ ୧୪୯୯ କରୋନା ପଜିଟିଭ, ପ୍ରଥମଥର ଢେଙ୍କାନାଳରୁ ୯୨ ଜଣ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ...

ଅନୁଗୋଳ ରେ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ,କେବଳ ଗୋଟେ ଗାଁରୁ ୧୧ ଜଣ

ଅନୁଗୋଳ: ଜିଲ୍ଲାରୁ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଛି। ଏହି ୧୩ ଜଣ ଆକ୍ରାନ୍ତଙ୍କ...

ନୂଆ ନିୟମ : ଜାଣନ୍ତୁ କଣ ବଦଳିବ ଅଗଷ୍ଟ ୧ ରୁ ,ବାଇକ୍ ଏବଂ କାର କିଣିବା ଶସ୍ତା, ସର୍ବନିମ୍ନ ବାଲାନ୍ସ ନଥିଲେ ଦେବା କୁ ପଡିବ ଚାର୍ଜ

ନୂଆଦିଲ୍ଲୀ : ଆଉ ଗୋଟିଏ ଦିନ ପରେ ବଦଳିଯିବ ଅନେକ ନିୟମ। ଆମେ ଆପଣଙ୍କୁ ଅଗଷ୍ଟ ପାଇଁ ନିୟମର ପରିବର୍ତ୍ତନଗୁଡିକ କହୁଛୁ, ଅଗଷ୍ଟ୧  ଠାରୁ, ଅନେକ ନିୟମଗୁଡ଼ିକରେ...

ଆଜି ଚିହ୍ନଟ ହେଲେ ୧୨୦୩ କରୋନା ପଜିଟିଭ,ବଢୁଛି ଖୋର୍ଦ୍ଧାରେ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୭୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ...

ହରିଦାସପୁର-ପାରାଦୀପ ରେଳପଥ ସଂପୂର୍ଣ୍ଣ ହେବା ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ସଂପୂର୍ଣ୍ଣ ହେବା...

ଅନ୍‌ଲକ୍-୩ କେବଳ ରାତି କଟକଣା ଉଠିଲା, ଅଗଷ୍ଟ୩୧ ପର୍ଯ୍ୟନ୍ତ ସ୍କୁଲ ,କଲେଜ ସହିତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ...

ରାଜ୍ୟ ରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୮୭୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୮୭୮ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୯୩୮ କୁ...

ଆଜି ଅନୁଗୋଳରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ବ୍ଲକ ର ଗୋଟିଏ ଗାଁରୁ ୭ପଜିଟିଭ; ଜିଲ୍ଲାରେ ପଜିଟିଭ ୩ଶହ ପାର

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣ ଆକ୍ରାନ୍ତଙ୍କ  ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮...

କେନାଲ ପାଣିରେ ବୁଡ଼ି 2 ଜଣଙ୍କ ମୃତ୍ୟୁ

ଅନୁଗୋଳ:କେନାଲ ପାଣିରେ ବୁଡି ଦୁଇଜଣ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ହେମସୁରପଡା ଅଞ୍ଚଳରେ ଜଣେ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣଙ୍କର...

ପ୍ରକାଶ ପାଇଲା ଓଡ଼ିଶା ମାଟ୍ରିକ ପରୀକ୍ଷାଫଳ, ପାସ ହାର ୭୮.୭୬ ପ୍ରତିଶତ

କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ...

ଆଜି ଚିହ୍ନଟ ହେଲେ ୧୦୬୮ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୦୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ...

ମୋଦୀଙ୍କ ‘ମନ କି ବାତ’ ରେ ସିଫାର ମୁକ୍ତାଚାଷୀ

ଭୁବନେଶ୍ଵର : ପ୍ରତିବର୍ଷ କୃଷକ ଏବଂ ଯୁବପିଢିଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ପାଇ ସଫଳତା...

ସଂକ୍ରମିତଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟସେବା ଯୋଗାଅ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ -19 ରୋଗୀ ର  ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପ୍ରତି ଉପଯୁକ୍ତ  ଯତ୍ନବାନ୍ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।...

ଆଜି ବିଶ୍ଵ ବ୍ୟାଘ୍ର ଦିବସ; ଭାରତରେ ଅଛନ୍ତି ପୃଥିବୀର ୭୦ ପ୍ରତିଶତ ବାଘ

ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ଵ ନେଉଛି ଭାରତ: ଶ୍ରୀ ପ୍ରକାଶ ଜାଭଡ଼େକର ନୂଆଦିଲ୍ଲୀ: ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ...

ଆଜି ଅନୁଗୋଳ ରୁ ୨୧ କରୋନା ପଜିଟିଭ ଚିହ୍ନଟ,ମୋଟ ୨୮୬

ଅନୁଗୋଳ:ଆଜି ଜିଲ୍ଲାରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ କରୋନା ପଜିଟିଭ ସଂଖ୍ୟା ୨୮୬ ରେ ପହଞ୍ଚିଛି । ଆଜି ବଅଁରପାଳ ବ୍ଳକ୍ ଅଞ୍ଚଳରୁ...

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୬୮୭ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୬୮୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୬୦ କୁ ବୃଦ୍ଧି ହୋଇଛି।...

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୫୮୧ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭ ହଜାର ୩୭୩ କୁ ବୃଦ୍ଧି ହୋଇଛି।...