ଆଜି ବିଶ୍ଵ ଜନସଂଖ୍ୟା ଦିବସ ୨୦୨୦;ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ଅଧିକାର କୁ ଗୁରୁତ୍ଵ

ବିଶ୍ଵ ଜନସଂଖ୍ୟା ଦିବସ ପ୍ରତିବର୍ଷ ଜୁଲାଇ ୧୧ ରେ ପାଳନ କରାଯାଏ ଯାହା ଦ୍ଵାରା ଲୋକମାନେ ବିଶ୍ଵ ରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଷୟରେ ଅବଗତ ହୁଅନ୍ତି। Read more