୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

ମୁମ୍ବାଇ: ଭାରତୀୟ ନୌସେନା (Indian Navy) ତଉକତେ (Taukte Cyclone) ବାତ୍ୟା ପରଠାରୁ ସମୁଦ୍ରରେ ନିଖୋଜ ନାବିକ (Sailars) ମାନଙ୍କୁ ଖୋଜିବା ଅଞ୍ଚଳକୁ ଆହୁରି ବିସ୍ତାର କରିଛି। Read more