Srinagar: ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମୟ,୨ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର(Jammu Kashmir) ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ପୋଲିସର ସୂଚନାନୁସାରେ ମଙ୍ଗଳବାର ସୋପିଆନ (Sophian) ଜିଲ୍ଲାର ଜନପୋରା ଅଞ୍ଚଳର ସୁଗାନ ଗ୍ରାମରେ ଆତଙ୍କବାଦୀ (Terrorist) ଙ୍କ Read more