Pratapgarh Accident: ବାହାଘରରୁ ଫେରୁଥିବା ବୁଲେରୋ ଟ୍ରକକୁ ଦେଲା ପଛରୁ ଧକ୍କା; ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ

ପ୍ରତାପଗଡ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରତାପଗଡ (Pratapgarh) ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ Read more