Odisha Assembly News: ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି ସେମାନଙ୍କୁ ଆଉ ଟୋକନ ମିଳିବନାହିଁ :ମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଧାନସଭା (Assembly) ରେ ଫେବୃୟାରୀ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ ଖରିଦ ସରିଲାଣି। ଚଳିତ ଖରିଫ ଋତୁରେ ୫୪ଲକ୍ଷ Read more