Kotia: କୋଟିଆ ସୀମା ବିବାଦ; ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଦେଲେ ସମୟ

ନୁଆଦିଲ୍ଲୀ: କୋଟିଆ ସୀମା ବିବାଦ (Kotia Land Disputes) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା (Odisha) ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି। Read more