ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ
ଭୁବନେଶ୍ଵର: ଖଣ୍ଡପଡ଼ା ବିଧାୟକ ତଥା ଦୈନିକ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୌମ୍ୟରଂଜନ ପଟ୍ଟନାୟକ ନିଜେ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।
Read More