Kendujhar Road Accident: ଟ୍ରକ୍‌ ଓ କାର୍‌ ଧକ୍କାରେ ୪ ମୃତ

କେନ୍ଦୁଝର: Kendujhar Road Accident କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। Read more