Cyber Fraud Odisha: ପିଲା ପାଠପଢୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖନ୍ତୁ ନାହିଁ: ଆଇଟି ମନ୍ତ୍ରୀ

ଭୁବନେଶ୍ଵର: Cyber Fraud In Odisha ଓଡ଼ିଶାରେ ଦିନକୁ ଦିନ ବଢିଚାଲିଛି ଅନ୍‍ଲାଇନ୍‍ ଠକେଇ (Online Fraud)। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। Read more