Corona Second Wave: ଏଥର ବୃଦ୍ଧମାନେ ନୁହେଁ, ଯୁବକମାନେ ହେଉଛନ୍ତି ବେଶୀ କରୋନା ସଂକ୍ରମିତ; ସଂକ୍ରମଣର ଲକ୍ଷଣ ଉପରେ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ (Corona Virus) ବୃଦ୍ଧି ସହିତ ଏହାର ଲକ୍ଷଣରେ ପରିବର୍ତ୍ତନ ହେବାର ଲକ୍ଷଣ ମଧ୍ୟ ରହିଛି। ଏଥର ବୃଦ୍ଧଙ୍କ ଅପେକ୍ଷା କରୋନା ଯୁବକମାନଙ୍କ Read more