Odisha Covid19: ରାଜ୍ୟରେ ଆଜି ୧୯୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: ଆଜି ରାଜ୍ୟରେ ୧ହଜାର ୯୩୧ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୨୦ଜଣ ଆକ୍ରାନ୍ତ ଚିହ୍ନଟ Read more