ଭାରତରେ ବିଶ୍ୱର ସର୍ବାଧିକ ଜୈବିକ ଚାଷୀ; ଦେଶରେ ଜୈବିକ ଚାଷ ହେଉଥିବା ଜମିର ପରିମାଣ ବିଶ୍ୱରେ ନବମ,କରୋନା ସମୟରେ ଲୋକେ ଖାଦ୍ୟ ପ୍ରତି ସଚେତନ
ନୂଆଦିଲ୍ଲୀ :ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ
Read more