Odisha: ଓଡ଼ିଶାର ୧୫ଟି ମାଓପ୍ରବଣ ଜିଲ୍ଲାକୁ ମିଳୁଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା, ଚାରି ବର୍ଷରେ ମିଳିଛି ୧୫୭.୫୮ କୋଟି ଟଙ୍କା

ଭୁବନେଶ୍ଵର: ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (SCA) ଯୋଜନା ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିଗତ ତିନି Read more