Odisha Covid19 : ଆଜି ରାଜ୍ୟରେ ୨୦୭୧ ଜଣ କରୋନାରୁ ମୁକ୍ତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୧  ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୦୧ ଜଣ, କଟକରୁ ୧୮୨ଜଣ, ଅନୁଗୋଳରୁ ୯୦ଜଣ, ବରଗଡ଼ରୁ ୭୧ଜଣ, ଯାଜପୁରରୁ ୬୯ଜଣ, ମୟୁରଭଞ୍ଜରୁ ୯୬ଜଣ, ଭଦ୍ରକରୁ ୩୫ଜଣ, ବାଲେଶ୍ଵରରୁ ୫୮ଜଣ, ଢେଙ୍କାନାଳରୁ ୩୮ଜଣ, ପୁରୀରୁ ୬୬ଜଣ, ଜଗତସିଂପୁରରୁ ୫୯ଜଣ, ରାୟଗଡାରୁ ୧୨ଜଣ, ଗଞ୍ଜାମରୁ ୨୪ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୫୦ଜଣ, ନୟାଗଡରୁ ୧୭ଜଣ, ସୋନପୁରରୁ ୬୬  ଜଣ, ବଲାଙ୍ଗୀରରୁ ୬୭ଜଣ, ସୁନ୍ଦରଗଡରୁ ୨୧୨ଜଣ, ଝାରସୁଗୁଡାରୁ ୮୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡା ୭୨ଜଣ, କୋରାପୁଟରୁ  ୩୦ଜଣ, କେଉଁଝରରୁ ୫୮ ଜଣ, କନ୍ଧମାଳରୁ ୪୩ଜଣ, ନୂଆପଡ଼ାରୁ ୭୮ ଜଣ, କଳାହାଣ୍ଡିରୁ ୫୧ଜଣ, ବୌଦ୍ଧରୁ ୧୯ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, ଦେଓଗଡରୁ ୧୨ଜଣ, ରାୟଗଡାରୁ ୧୨ଜଣ , ଗଜପତିରୁ ୫ଜଣ ଏବଂ ଷ୍ଟେଟ୍ ପୁଲରୁ ୫୭ଜଣ ସୁସ୍ଥ ହୋଇଛନ୍ତି।

Also Read | Mann Ki Baat : ଭାରତର ‘ପେନସିଲ ଗାଁ’ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଏମିତି କଥା

Share this: