Corona Virus Odisha: ରାଜ୍ୟରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ୧୨୪୫

Share this:

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୬ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୨୪୫ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବରଗଡ଼, ଗଜପତି, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ପୁରୀ ଜିଲ୍ଲାରୁ  ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।

Also Read | Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ

Share this: