Odisha Police Recruitment: SI ଏବଂ Constable ରେ ନିଯୁକ୍ତି, apply…
କଟକ: କରୋନା କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ପାଇଁ ସବ-ଇନ୍ସପେକ୍ଟର (Sub-Inspector) ଏବଂ କନେଷ୍ଟବଳ (Constable) ପଦବୀରେ ନିଯୁକ୍ତି ପାଇଁ ଓଡିଶା ପୋଲିସ (Odisha Police) ଏକ ବିଜ୍ଞପ୍ତି ଜାରି କରିଛି। ଏଥର ଟ୍ରାନ୍ସଜେଣ୍ଡର ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ odishapolice.gov.in ରେ ଅନଲାଇନ୍ (online) ମାଧ୍ୟମରେ ଓଡିଶା ପୋଲିସ୍ ନିଯୁକ୍ତି-୨୦୨୧ ପାଇଁ ଆବେଦନ କରିପାରିବେ। ଏହା ୨୨ ଜୁନ୍ ୨୦୨୧ରେ ଆବେଦନ କରିବାକୁ ଲିଙ୍କ୍ ଖୋଲା ହୋଇପାରେ ଏବଂ ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି୧୫ ଜୁଲାଇ ୨୦୨୧।
Name Of The Post: Sub-Inspector
No.of-Post: 477
UR – 239
SC – 78
ST – 107
SEBC – 53
Qualification: Any Degree
Age-Limit: 21-25 Years
Age relaxation is available for SC/ST/ SEBC/ Women and ex-servicemen candidates as per Odisha government rules.
Application-Fee: Rs.285/-
Selection Process: The selection of the candidates will be done on the marks obtained of Computer Based Recruitment Examination (CBRE) and physical Efficiency Test.
How to Apply: Candidates to apply online.
Last-date: 15th-July-2021
Name Of The Post: Constable
No.of-Post: 244
Qualification: +2
Age-Limit: 18-23 Years
Application-Fee: Rs.220/-
How-to-Apply: Candidates to apply online.
Last-date: 15th-July-2021
Also Read | Covid-19 Help: ପଶ୍ଚିମ ଓଡିଶାର ୧୧ଜିଲ୍ଲାକୁ ୨୫ କୋଟି ଟଙ୍କା କୋଭିଡ ସହାୟତା