Odisha Police Recruitment: SI ଏବଂ Constable ରେ ନିଯୁକ୍ତି, apply…

Share this:

କଟକ: କରୋନା କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ପାଇଁ ସବ-ଇନ୍ସପେକ୍ଟର (Sub-Inspector) ଏବଂ କନେଷ୍ଟବଳ (Constable) ପଦବୀରେ ନିଯୁକ୍ତି ପାଇଁ ଓଡିଶା ପୋଲିସ (Odisha Police) ଏକ ବିଜ୍ଞପ୍ତି ଜାରି କରିଛି। ଏଥର ଟ୍ରାନ୍ସଜେଣ୍ଡର ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ odishapolice.gov.in ରେ ଅନଲାଇନ୍ (online) ମାଧ୍ୟମରେ ଓଡିଶା ପୋଲିସ୍ ନିଯୁକ୍ତି-୨୦୨୧ ପାଇଁ ଆବେଦନ କରିପାରିବେ। ଏହା ୨୨ ଜୁନ୍ ୨୦୨୧ରେ ଆବେଦନ କରିବାକୁ ଲିଙ୍କ୍ ଖୋଲା ହୋଇପାରେ ଏବଂ ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି୧୫ ଜୁଲାଇ ୨୦୨୧।

Name Of The Post: Sub-Inspector

 No.of-Post: 477

UR – 239

SC – 78

ST – 107

SEBC – 53

 Qualification: Any Degree

 Age-Limit: 21-25 Years

Age relaxation is available for SC/ST/ SEBC/ Women and ex-servicemen candidates as per Odisha government rules.

 Application-Fee: Rs.285/-

Selection Process: The selection of the candidates will be done on the marks obtained of Computer Based Recruitment Examination (CBRE) and physical Efficiency Test.

 How to Apply: Candidates to apply online.

 Last-date: 15th-July-2021

 Click here for more details...

Name Of The Post: Constable

 No.of-Post: 244

 Qualification: +2

 Age-Limit: 18-23 Years

 Application-Fee: Rs.220/-

 How-to-Apply: Candidates to apply online.

 Last-date: 15th-July-2021

Click here for more details...

Also Read | Covid-19 Help: ପଶ୍ଚିମ ଓଡିଶାର ୧୧ଜିଲ୍ଲାକୁ ୨୫ କୋଟି ଟଙ୍କା କୋଭିଡ ସହାୟତା

Share this:

Leave a Reply

Your email address will not be published. Required fields are marked *