ଆଜିର ରାଶିଫଳ

Share this:

ମେଷ: ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ। ଆଜି ଦିନଟା ସମୃଦ୍ଧଶାଳୀ କାର୍ଯ୍ୟରେ ଥିବା ଲୋକଙ୍କ ପାଇଁ ସଫଳତାପୁର୍ଣ ରହିବ, ତାଙ୍କୁ ପ୍ରସିଦ୍ଧି ଓ ମାନ୍ୟତା ମିଳିବ ଯାହା ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲ।

ବୃଷ: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପ ଠୁ ଆରାମ ମିଳିବ। ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି। ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ। ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ।

ମିଥୁନ: ଆଜି ଆପଣକୁ କିଛିଟା ଯୁକ୍ତି ତର୍କ ଯୋଗୁ ଚାପ କିମ୍ବା ମନ ଖରାପ ଅନୁଭବ ହାଇ ପାରେ। ଯଦି ଆପଣ ଆପଣଙ୍କ ଘରେ କାହାଠାରୁ ଆପଣ ଉଧାର ନେଇଥାନ୍ତି ତାହେଲେ ଆଜି ତାହା ସୁଝି ଦିଅନ୍ତୁ ନଚେତ ସେ ଆପଣଙ୍କ ବିପକ୍ଷରେ ଆଇନ ଗତ କାରବାହି କରିପାରେ। ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ। ଲୋକ ଆପଣଙ୍କ ଦୃଢ଼ତା ଓ କ୍ଷମତା ପାଇଁ ପୁରସ୍କାର ଦେବେ।

କର୍କଟ: ଆପଣଙ୍କୁ କାମ-କାର୍ଯ୍ୟ ଦୃଷ୍ଟିରୁ ଧକା ଲାଗି ପାରେ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସାଥ ଦେବା ନାହିଁ ଓ ଏହା କାରଣରୁ ଆପଣଙ୍କୁ କୌଣସି ଦରକାରୀ କାମ ଅଧାରୁ ଛାଡ଼ିବାକୁ ପଡି ପାରେ। ଏମିତିଆ ଅବସ୍ଥାରେ ଧାର୍ଯ୍ୟ ଓ ବୁଦ୍ଧିରେ କାମ କରନ୍ତୁ। ଆପଣ କେବେ ଧନର ମହତ୍ତ୍ଵ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ। ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି। ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି।

ସି˚ହ: ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି। ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।  ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ। ହୋଇ ପାରେ କି ପରିବାର ଲୋକ ଆପଣଙ୍କ ଆଶାକୁ ପୂରଣ ନ କରି ପାରନ୍ତି।  

କନ୍ୟା: ଭାଗ୍ୟ ଉପାରେ ନିର୍ଭର କରନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ ଭାଗ୍ୟ ନିଜେ ବହୁତ ଅଳସୁଆ ଥାଏ। ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ। ଆପଣଙ୍କ ପରିବାର ଲୋକେ କୌଣସି ଛୋଟ କଥାକୁ ନେଇକି ବିବାଦ ସୃଷ୍ଟି କରି ପାରନ୍ତି। ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ।

ତୁଳା: ଭାଗ୍ୟ ଉପାରେ ନିର୍ଭର କରନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ ଭାଗ୍ୟ ନିଜେ ବହୁତ ଅଳସୁଆ ଥାଏ। ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି। ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ। ଆପଣ ତାଙ୍କ ସହିତ କଥାହେବା ଦରକାର। ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି।

ବିଛା: ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ। ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ। ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବା ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି। ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କିମ୍ବା ସମ୍ବନ୍ଧୀ ଆସି ପାରନ୍ତି। କୂଟନୀତି ଭାବରେ ସବୁ କିଛି କରନ୍ତୁ ନଚେତ ନୂତନ ବିପଦର ସାମ୍ନା କରିବାକୁ ପଡିପାରେ। ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ।

ଧନୁ: ଇଛାଶକ୍ତି କାମ ଥିବା କାରଣରୁ ଆପଣ ଭାବନାତ୍ମକ ଓ ମାନସିକ ଅସୁବିଧାରେ ପଡି ପାରନ୍ତି। ଅର୍ଥକୁ ନେଇ କୌଣସି ନିବେଶ କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ। ପରିବାର ଲୋକଙ୍କ ସହିତ ସାମାଜିକ ଗତିବିଧିରେ ଭାଗ ନେବା କାରଣରୁ ମାନସିକ ଚାପ ପଡି ପାରେ। ବ୍ୟକ୍ତିଗତ କଥା ଆପଣଙ୍କ ନିୟନ୍ତ୍ରଣରେ ରହିବ। ଯଦି ଆପଣ ବିଶ୍ୱାସ ରଖନ୍ତି କି ସମୟହିଁ ଧନ ତାହେଲେ ଆପଣଙ୍କୁ ଆପଣଙ୍କର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଦରକାର।

ମକର: ଅତ୍ୟଧିକ ମାନସିକ ଚାପ ଓ ଥକା ବିଷୟ ହୋଇ ପାରେ। ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ। ସନ୍ଦେହଜନକ ଆର୍ଥିକ ନେବା-ଦେବା ରେ ଫସିବାଠୁ ସାବଧାନ ରୁହନ୍ତୁ। ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ। ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ।

କୁମ୍ଭ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ। ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ। ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ। ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ। ନୂତନ କାର୍ଯ୍ୟକୁ ପୂରଣ କରିବା ପାଇଁ ମହିଳା ସହକର୍ମୀ ମାନଙ୍କର ପୁରା ସହଯୋଗ ମିଳିବ।

ମୀନ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ। ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ। ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ। ନୂତନ କାର୍ଯ୍ୟକୁ ପୂରଣ କରିବା ପାଇଁ ମହିଳା ସହକର୍ମୀ ମାନଙ୍କର ପୁରା ସହଯୋଗ ମିଳିବ। ଆଜିକା ଦିନଠୁ ଆରମ୍ଭ ହେଉ ଥିବା ନିର୍ମାଣର କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରଣ ହେବ।

Also Read | Board 10th 12th Exam 2021: ଏହି ରାଜ୍ୟରେ ଦଶମ, +୨ ବୋର୍ଡ ପରୀକ୍ଷା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ, CBSE ନିଷ୍ପତି ଉପରେ ନଜର

[amazon_auto_links id=”9939″]

Share this: