Odisha Covid19: ଆଜି ରାଜ୍ୟରେ ୧୬୪୧ ଜଣ କରୋନାରୁ ହେଲେ ମୁକ୍ତ

covid angul
Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୬୪୧ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୮୨ ଜଣ, କଟକରୁ ୧୦୯ ଜଣ, ଅନୁଗୋଳରୁ ୮୪ ଜଣ, ବରଗଡ଼ରୁ ୩୯ ଜଣ, ଯାଜପୁରରୁ ୨୨ ଜଣ, ମୟୁରଭଞ୍ଜରୁ ୧୪୯ ଜଣ, ଭଦ୍ରକରୁ ୨୫ ଜଣ, ବାଲେଶ୍ଵରରୁ ୭୬ ଜଣ, ଢେଙ୍କାନାଳରୁ ୩୨ ଜଣ, ପୁରୀରୁ ୪୭ ଜଣ, ଜଗତସିଂପୁରରୁ ୧୨୨ ଜଣ, ରାୟଗଡାରୁ ୮ ଜଣ, ଗଞ୍ଜାମରୁ ୩୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୨୯ ଜଣ, ନୟାଗଡରୁ ୩୩ ଜଣ, ସୋନପୁରରୁ ୧୮ ଜଣ, ବଲାଙ୍ଗୀରରୁ ୭୮ ଜଣ, ସୁନ୍ଦରଗଡରୁ ୮୩ ଜଣ, ଝାରସୁଗୁଡାରୁ ୩୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ, କେନ୍ଦ୍ରାପଡା ୬୩ ଜଣ, କୋରାପୁଟରୁ ୫୧ ଜଣ, କେଉଁଝରରୁ ୫୬ ଜଣ, କନ୍ଧମାଳରୁ ୧୨ ଜଣ, ନୂଆପଡ଼ାରୁ ୪୮ ଜଣ, କଳାହାଣ୍ଡିରୁ ୪୮ ଜଣ, ବୌଦ୍ଧରୁ ୧୭ ଜଣ, ମାଲକାନଗିରି ଜିଲ୍ଲାରୁ ୫୪ ଜଣ, ଦେଓଗଡରୁ ୧୩ ଜଣ,ଗଜପତି ଜିଲ୍ଲାରୁ ୪ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୩ ଜଣ ସୁସ୍ଥ ହୋଇଛନ୍ତି।

Also Read | Bhagalpur: ଭାଗଲପୁରରେ ୧୦୦ରୁ ଅଧିକ କୃଷକ, ଶ୍ରମିକ ନେଇ ଯାଉଥିବା ଡଙ୍ଗା ଗଙ୍ଗାରେ ବୁଡ଼ିଲା; ୫ ମୃତ, ଉଦ୍ଧାର ଜାରୀ

Share this: