Odisha Covid 19: ଆଜି ରାଜ୍ୟରେ ୨୦୧୫ ଜଣ କରୋନାରୁ ହେଲେ ମୁକ୍ତ

Share this:

Bhubaneswar (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୧୫ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୩୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୧୨ଜଣ, କଟକରୁ ୧୩୫ଜଣ, ଅନୁଗୋଳରୁ ୨୧୮ଜଣ, ବରଗଡ଼ରୁ ୪୬ଜଣ, ଯାଜପୁରରୁ ୮୧ ଜଣ, ମୟୁରଭଞ୍ଜରୁ ୮୩ ଜଣ, ଭଦ୍ରକରୁ ୬୩ ଜଣ, ବାଲେଶ୍ଵରରୁ ୮୮ଜଣ, ଢେଙ୍କାନାଳରୁ ୫୬ଜଣ, ପୁରୀରୁ ୬୯ଜଣ, ଜଗତସିଂପୁରରୁ ୮୫ଜଣ, ରାୟଗଡାରୁ ୬ଜଣ, ଗଞ୍ଜାମରୁ ୨୪ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୬ଜଣ, ନୟାଗଡରୁ ୩୭ଜଣ, ସୋନପୁରରୁ ୪୭ଜଣ, ବଲାଙ୍ଗୀରରୁ ୬୪ଜଣ, ସୁନ୍ଦରଗଡରୁ ୨୬ଜଣ, ଝାରସୁଗୁଡାରୁ ୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ ଜଣ, କେନ୍ଦ୍ରାପଡା ୬୫ଜଣ, କୋରାପୁଟରୁ ୨୫ଜଣ, କେଉଁଝରରୁ ୭୫ଜଣ, କନ୍ଧମାଳରୁ ୩୪ଜଣ, ନୂଆପଡ଼ାରୁ ୬୨ଜଣ, କଳାହାଣ୍ଡିରୁ ୪୪ଜଣ, ବୌଦ୍ଧରୁ ୨୧ଜଣ, ମାଲକାନଗିରି ଜିଲ୍ଲାରୁ ୨୩ଜଣ, ଦେଓଗଡରୁ ୯ଜଣ,ଗଜପତି ଜିଲ୍ଲାରୁ ୯ଜଣ ଏବଂ ଷ୍ଟେଟ୍ ପୁଲରୁ ୭୦ ଜଣ ସୁସ୍ଥ ହୋଇଛନ୍ତି।

Also Read |Bihar Election: ତେଜସ୍ୱୀ ଯାଦବ ହେଉଛନ୍ତି ଜଙ୍ଗଲ ରାଜର ଯୁବରାଜ: ପ୍ରଧାନମନ୍ତ୍ରୀ ମୋଦି

Also Read|Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Share this: