Corona Virus Odisha: ରାଜ୍ୟରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୬୪

Share this:

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୬୪ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ମୟୂରଭଞ୍ଜ ଓ ମାଲକାନଗିରି ଜିଲାରୁ ୩ ଜଣ ଲେଖାଏଁ, ଭୁବନେଶ୍ଵର ଜିଲାରୁ ୨ ଜଣ, ଝାରସୁଗୁଡା, ଯାଜପୁର, କେଉଁଝର ଓ ରାୟଗଢା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।

Also Read | Covid-19 Ganjam: ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ; ବଣଭୋଜି, ସାଉଣ୍ଡ ବନ୍ଦ

Share this: