Team India: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

Share this:

ମୁମ୍ବାଇ: ଅଷ୍ଟ୍ରେଲିଆ (Australia) ଗସ୍ତ ପାଇଁ ବିସିସିଆଇ (BCCI) ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ୩ଟି ଏକଦିବସୀୟ ଏବଂ ଚାରିଟି ଟେଷ୍ଟ ମ୍ୟାଚ୍‍ ଖେଳିବ।

ଆହତ କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଟି-ଟ୍ୱେଣ୍ଟି ପାଇଁ ୧୫ ଜଣ, ଏକଦିବସୀୟ ପାଇଁ ୧୪ ଜଣ ଏବଂ ଟେଷ୍ଟ୍‍ ମ୍ୟାଚ୍‍ ପାଇଁ ୧୭ ଜଣିଆ ଦଳ ଘୋଷଣା କରାଯାଇଛି।

ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

Test squad: Virat Kohli (capt), Mayank Agarwal, Prithvi Shaw, KL Rahul, Cheteshwar Pujara, Ajinkya Rahane (vice-capt), Hanuma Vihari, Shubman Gill, Wriddhiman Saha (wk), Rishabh Pant (wk), Jasprit Bumrah, Mohammed Shami, Umesh Yadav, Navdeep Saini, Kuldeep Yadav, Ravindra Jadeja, Ravichandran Ashwin, Mohammed Siraj.

ODI squad: Virat Kohli (capt), Shikhar Dhawan, Shubman Gill, KL Rahul (vice-capt/wk), Shreyas Iyer, Manish Pandey, Hardik Pandya, Mayank Agarwal, Ravindra Jadeja, Yuzvendra Chahal, Kuldeep Yadav, Jasprit Bumrah, Mohammed Shami, Navdeep Saini, Shardul Thakur

T20I squad: Virat Kohli (capt), Shikhar Dhawan, Mayank Agarwal, KL Rahul (vice-capt/wk), Shreyas Iyer, Manish Pandey, Hardik Pandya, Sanju Samson (wk), Ravindra Jadeja, Washington Sundar, Yuzvendra Chahal, Jasprit Bumrah, Mohammed Shami, Navdeep Saini, Deepak Chahar, Varun Chakravarthy.

Also Read| ରାଣା-ନାରାୟନଙ୍କ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଧମାକା, କେକେଆରର ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ବିଜୟୀ

Share this: