Odisha Covid19: ଆଜି ରାଜ୍ୟରେ ପୁଣି ୪୩୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ଏକ ଲକ୍ଷ ୯୦ ହଜାରରୁ ଅଧିକ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୩୮୦ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ୮୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୭୦ ଜଣ ସୁସ୍ଥ କଟକରୁ ୫୫୮ଜଣ, ବରଗଡ଼ରୁ ୧୩୫ ଜଣ, ଯାଜପୁରରୁ୧୯୮ ଜଣ, ମୟୁରଭଞ୍ଜରୁ ୧୫୫ ଜଣ, ଭଦ୍ରକରୁ ୬୦ ଜଣ, ବାଲେଶ୍ଵରରୁ ୧୨୨ ଜଣ, ଢେଙ୍କାନାଳରୁ ୯୦ ଜଣ, ପୁରୀରୁ ୧୯୨ ଜଣ, ଜଗତସିଂପୁରରୁ ୨୩୩ ଜଣ, ରାୟଗଡାରୁ ୪୨ ଜଣ, ଗଞ୍ଜାମରୁ ୪୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୩  ଜଣ, ଅନୁଗୋଳରୁ ୧୧୯ ଜଣ, ନୟାଗଡ ୧୦୩ ଜଣ, ସୋନପୁରରୁ ୭୫ ଜଣ, ବଲାଙ୍ଗୀରରୁ ୪୯ ଜଣ, ସୁନ୍ଦରଗଡରୁ ୨୩୩ ଜଣ, ଝାରସୁଗୁଡାରୁ ୧୬୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୨ ଜଣ, କେନ୍ଦ୍ରାପଡା ୧୨୪ ଜଣ, କୋରାପୁଟରୁ ୭୨, କେଉଁଝରରୁ ୭୨ ଜଣ, କନ୍ଧମାଳରୁ ୬୧ ଜଣ, ନୂଆପଡ଼ାରୁ ୭୬ ଜଣ, କଳାହାଣ୍ଡିରୁ ୧୦୨ ଜଣ, ଗଜପତିରୁ ୧୨ ଜଣ, ବୌଦ୍ଧରୁ ୩୮ ଜଣ, ମାଲକାନଗିରି ଜିଲ୍ଲାରୁ ୪୬ ଜଣ,ଦେଓଗଡରୁ ୨୦ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୩୭ ସୁସ୍ଥ ହୋଇଛନ୍ତି।

750_375_dabur

Also Read: Odisha Covid19: ଆଜି ୩୬୧୫ ଜଣ କରୋନା ପଜିଟିଭ ଚିହ୍ନଟ,୨ ଲକ୍ଷ ୨୦ ହଜାର ପାର

Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

Share this: