Holi Guidelines: ଦୋଳ ମେଳଣ ଏବଂ ହୋଲି ଉତ୍ସବରେ ଲାଗିଲା କଟକଣା

ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ କରୋନା (Covid-19) ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦୋଳ ମେଳଣ ଓ ହୋଲି (Holi) ଖେଳ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କଟକଣା ଭିତରେ ଏହାକୁ ପାଳନ କରିବାକୁ ନିର୍ଦେଶ ଜାରି କରାଯାଇଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ଦୋଳ ଉତ୍ସବରେ ଜନସମାଗମକୁ ଅନୁମତି ଦିଆଯିବନାହିଁ। ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିଭଳି ଦୋଳ ବିମାନ ଯାତ୍ରାବେଳେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ। ସେହିପରି ମନ୍ଦିର ଓ ଧର୍ମାନୁଷ୍ଠାନରେ ପରମ୍ପରା ଅନୁସାରେ ଦୋଳ ଉତ୍ସବ କୋଭିଡ କଟକଣା ମାନି ପାଳନ କରାଯିବ। ଜିଲାପାଳ ବା ମହାନଗର କମିଶନରଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଲଣ ଆୟୋଜନ କରାଯାଇପାରିବ।
ସେହିପରି ଆସନ୍ତା ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ନିଷିଦ୍ଧ କରାଯାଇଛି। ଲୋକମାନେ ନିଜ ଘରେ ପରିବାର ଲୋକଙ୍କ ସହ ହୋଲି ଉତ୍ସବ ପାଳନ କରିପାରିବେ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ବା ମହାନଗର କମିଶନର ଅତିରିକ୍ତ କଟକଣା ଲଗାଇପାରିବେ। ସେହିଭଳି ଜନସାଧାରଣଙ୍କୁ ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି
ସେହିପରି ଦୋଳ ମେଳଣରେ ଡିଜେ ଓ ଶୋଭାଯାତ୍ରା (Procession) ହେବନାହିଁ। ମେଳଣରେ ମାଇକ୍, ଡିଜେ (DJ) କୁ ଅନୁମତି ନାହିଁ। ଦୋଳ ମେଳଣ ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନାହିଁ। ଜାରି ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
RECOMMENDED DEALS
Mi TV 4A PRO 80 cm (32 inches) HD Ready Android LED TV (Black) | With Data Saver
₹ 14,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)LG 108 cm (43 inches) Full HD LED Smart TV 43LM5650PTA (Ceramic Black) (2020 Model)
₹ 30,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Samsung 80 cm (32 inches) Wondertainment Series HD Ready LED Smart TV UA32TE40AAKXXL (Titan Gray) (2020 model)
₹ 17,990.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Mi TV 4A PRO 108 cm (43 Inches) Full HD Android LED TV (Black) | With Data Saver
₹ 24,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Kodak 80 cm (32 Inches) HD Certified Android LED TV 32HDX7XPRO (Black) (2020 Model)
₹ 13,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Odisha Assembly: ଆସନ୍ତା ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବେ ସରକାର:ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ