Corona Virus Odisha: ରାଜ୍ୟରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୬୪
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୬୪ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ମୟୂରଭଞ୍ଜ ଓ ମାଲକାନଗିରି ଜିଲାରୁ ୩ ଜଣ ଲେଖାଏଁ, ଭୁବନେଶ୍ଵର ଜିଲାରୁ ୨ ଜଣ, ଝାରସୁଗୁଡା, ଯାଜପୁର, କେଉଁଝର ଓ ରାୟଗଢା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
Regret to inform the demise of twelve #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 4, 2020
1.A 65-year-old female of Malkangiri district who was also suffering from Hypertension.
4.A 71-year-old male of Bhubaneswar who was also suffering from Diabetes Mellitus and Hypertension.
— H & FW Dept Odisha (@HFWOdisha) November 4, 2020
5.A 65-year-old male of Jharsuguda district.
6.A 78-year-old male of Jajpur district who was also suffering from Diabetes Mellitus and Hypertension.
9.A 74-year-old female of Rayagada district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 4, 2020
10.A 38-year-old male of Mayurbhanj district.
11.A 65-year-old male of Mayurbhanj district.
12.A 60-year-old male of Mayurbhanj district.
Also Read | Covid-19 Ganjam: ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ; ବଣଭୋଜି, ସାଉଣ୍ଡ ବନ୍ଦ