Odisha : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ
ଭୁବନେଶ୍ଵର: ଓଡ଼ିଶା (Odisha) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Prof. Ganeshi Lal) କରୋନା ଆକ୍ରାନ୍ତ। ରାଜ୍ୟପାଳଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଦିଆଯାଇଛି।
Hon’ble Governor and first lady have tested corona positive and have advised all who have come in close contact recently to get themselves tested.
— Governor Odisha (@GovernorOdisha) November 2, 2020
ଏ ନେଇ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Concerned to know about the hospitalisation of Hon’ble @GovernorOdisha Prof Shri Ganeshi Lal ji after testing positive for #COVID19. Wishing him a speedy recovery and praying for his good health.
— Naveen Patnaik (@Naveen_Odisha) November 2, 2020
Also Read : Lahore News: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଭିନନ୍ଦନଙ୍କ ପୋଷ୍ଟର ଲାହୋର ସହରରେ ଛାଇଯାଇଛି