Corona Virus Odisha: ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୨୯୭
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୨୯୭ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ଵର, ନୂଆପଡ଼ା, ଅନୁଗୋଳ, କଟକ ଓ ବାଲେଶ୍ଵର ଜିଲାରୁ ୨ ଜଣ ଲେଖାଏଁ, ଜଗତସିଂପୁର, କେଉଁଝର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
Regret to inform the demise of thirteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) October 29, 2020
1. A 49-year old male of Bhubaneswar who was also suffering from Post MVR, Diabetes Mellitus & Hypertension.
5. A 58-year old male of Keonjhar district who was also suffering from Diabetes Mellitus.
— H & FW Dept Odisha (@HFWOdisha) October 29, 2020
6. A 41-year old male of Balasore district.
7. A 50-year old female of Balasore district who was also suffering from Diabetes Mellitus.
12. A 43-year old male of Angul district.
— H & FW Dept Odisha (@HFWOdisha) October 29, 2020
13. A 60-year old female of Angul district.
Also Read | Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା