ଆଜିର ରାଶିଫଳ

ମେଷ: ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ। କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ। ଯଦି ଆପଣଙ୍କ ପାଖେ ଜୟଲାଭ କରିବା ପାଇଁ ଇଚ୍ଛା ଶକ୍ତି ଅଛି, ତାହେଲେ ଆପଣଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ।

ବୃଷ: ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନ୍ତି। ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ। ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ। ଦିନର ଶେଷ ଭାଗ କିଛି ବିଶେଷ ଓ ଆନନ୍ଦଦାୟକ କାର୍ଯ୍ୟ କରିବା ପାଇଁ ଅତି ଶୁଭ ଅଟେ। ଆପଣ ଏମିତି ଯୋଜନାକୁ କାର୍ଯ୍ୟ କରେଇବାର ସ୍ଥିତିରେ ଥିବେ, ଯାହା ବହୁତ ଲୋକଙ୍କୁ ପ୍ରଭାବିତ କରିବ।

ମିଥୁନ: ସଫଳତା ପ୍ରାପ୍ତ କରିବା ପାଇଁ ସମୟ ସହିତ ନିଜର ବିଚାରରେ ବି ପରିବର୍ତନ ଅଣାନ୍ତୁ। ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ଲୋକଙ୍କ ମଧ୍ୟରେ ରହି ମଧ୍ୟ ସମସ୍ତଙ୍କର ସମ୍ମାନ କରିବା ଆପଣ ଜାଣନ୍ତି। ତେଣୁ ସମସ୍ତଙ୍କ ଚକ୍ଷୁରେ ଆପଣ ଆପଣଙ୍କର ଭଲ ଛବି ବି ବନାଇ ପାରନ୍ତି।ଆପଣ ଅନୁଭବ କରିବେ କି ଅଖା-ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି। କିନ୍ତୁ ଯେତିକି ଆପଣ କରି ପାରିବେ, ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦେଇ ଥକାନ୍ତୁ ନାହିଁ। ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ। ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ-ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି।

କର୍କଟ: ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ। ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ। ଏହି କଥା ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଉପାରେ ଗର୍ବ କରିବାକୁ କାରଣ ଦେବା ଓ ତାଙ୍କୁ ପ୍ରୋତ୍ସାହିତ କରିବ।

ସି˚ହ: ମାନସିକ ଚାପରୁ ନିଜାତ ପାଇବା ପାଇଁ ନିଜର ବହୁମୂଲ୍ୟ ସମୟ ପିଲା ମାନଙ୍କ ସହିତ ବିତାନ୍ତୁ। ସେମାନେ ଆଧ୍ୟାତ୍ମିକ ଦୃଷ୍ଟିରୁ ଭୂମିରେ ସବୁଠୁ ଅଧିକ ବଳବାନ ଓ ଭାବନାତ୍ମକ ଲୋକ। ତାଙ୍କ ସହିତ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ। ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହୋଇ ପାରେ। ବନ୍ଧୁ ମାନଙ୍କ ସହିତ ସମୟ କାଟିବା ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ। ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ।

କନ୍ୟା: କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ସନ୍ତୋଷ ଓ ସାନତନା ଦେବ। ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ। ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି। ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ। ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ।

ତୁଳା: ବେକାର କଥା ଉପରେ ବିବାଦ କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ। ମାନେ ରଖନ୍ତୁକି ବାଦ-ବିବାଦ କଲେ କିଛି ମିଳିବ ନାହିଁ, କିନ୍ତୁ ହରେଇବେ ନିହାତି। ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଅନ୍ୟ ସବୁଦିନପରି ଆପଣ ଖାଲି ସମୟରେ ଆପଣଙ୍କର ମନ ପସନ୍ଦର କାମକରିବାକୁ ଇଛା କରିବେ। କିନ୍ତୁ କୌଣସି ବିନା ଆମନ୍ତ୍ରଣ ଅତିଥିଙ୍କ ଯୋଗୁଁ ଆଜିର ଆପଣଙ୍କର ଏହି ଯୋଜନା ପଣ୍ଡୁର ହୋଇଯିବ।

ବିଛା: ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ। କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ। ଗୋଟେ ନୂତନ ସମ୍ପର୍କ ତିଆରି କରିବା ଓ ବ୍ୟବସାୟ ଉଦେଶ୍ୟରୁ କରାଯାଇଥିବା ଯାତ୍ରା ଫଲଦାଇ ପ୍ରମାଣିତ ହେବ। ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି। ବୈବାହିକ ଜୀବନର ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ।

ଧନୁ: ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ। ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ। ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି। ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି। ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ। ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ। ନୂତନ ପରିଯୋଜନା ଓ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ। ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ। ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ନ କାଢ଼ି ପାରନ୍ତି।

କୁମ୍ଭ: ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ। ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ। ଆଜି ଆପଣଙ୍କ ଶଶୁର ଘର ପକ୍ଷରୁ କୌଣସି ଖରାପ ଖବର ଆସିପାରେ ଯାହା ଆପଣଙ୍କୁ ବ୍ୟଥିତ କରିବ।

ମୀନ: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠାରୁ ଆରାମ ମିଳିବ। ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି। ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ। ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ। କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ। ମହତ୍ୱପୂର୍ଣ୍ଣ ଲୋକ ମାନଙ୍କ ସହିତ ଭାବି ଚିନ୍ତିକି କଥା ବାର୍ତ୍ତା ହୁଅନ୍ତୁ।
Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ