Today Horoscope: ଜାଣନ୍ତୁ ଆଜିର ରାଶିଫଳ

Share this:

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ। ଏହି ରାଶିର ଯେଉଁ ବ୍ୟକ୍ତିମାନେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଧନପ୍ରାପ୍ତି ହେବ।

ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି କୌଣସି ଜମିଜମାରେ ଅର୍ଥ ନିବେଶ କରନ୍ତୁ ନାହିଁ। ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ। ନିଜର ବନ୍ଧୁ ବାଂଧବଙ୍କୁ ନିଜର ଆର୍ଥିକ କାର୍ଯ୍ୟ ଓ ଟଙ୍କା-ପଇସାର ପରିଚାଳନା କରିବାକୁ ଦିଅନ୍ତୁ ନାହି।

ମିଥୁନ: (କା, କୀ, କୂ, ଘ, ଙ, ଛ, କେ, କୋ, ହ) ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ। ଆଜି ପ୍ରତ୍ୟେକ କଥାକୁ ଠିକ ଭାବରେ ବୁଝିବାକୁ ଆପଣ ଚେଷ୍ଟା କରିବା ଦରକାର।

କର୍କଟ: (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ) ଆଜି ଆପଣ ସାମାଜିକ ଭୋଜି ଓ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ଆଜି ଆପଣ ନିଜର ସାଙ୍ଗ-ସାଥୀ ମାନଙ୍କ ସହିତ ସମ୍ବନ୍ଧରେ ଊନ୍ନତି ଆଣିପାରିବେ। ନିଜର ସହକର୍ମୀ ମାନଙ୍କୁ ଚତୁରତାର ସହିତ ନିୟନ୍ତ୍ରିତ କରନ୍ତୁ।

ସି˚ହ: (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ) ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରନ୍ତି। ତାକୁ ମାନିଲେ ଆପଣ ଲାଭବାନ ହୋଇପାରିବେ। ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ।

କନ୍ୟା: (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ) ଆଜି ଅର୍ଥହାନିର ସମ୍ଭାବନା ଅଛି। ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ। ଆପଣଙ୍କ ଅଧିକାଂଶ ସମୟ ଆଜି ପରିବାର ଲୋକଙ୍କ ସହିତ ବିତିବ।  ଯାହା ଯୋଗୁଁ ଆପଣ ଖୁସି ଅନୁଭବ କରିବେ।

ତୁଳା: (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ) ଟିକେ ବିଶ୍ରାମ କରନ୍ତୁ ଓ କାର୍ଯ୍ୟ ମଝିରେ ଆରାମ କରୁଥାନ୍ତୁ। ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ। ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।  ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ।

ବିଛା: (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ) ଛୋଟ ଛୋଟ ଜିନିଷ ଯୋଗୁଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ। ଆଜି ଆପଣଙ୍କୁ କୌଣସି ଶୁଭ ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ।   

ଧନୁ: (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ) ଆପଣ କିଛି ଦିନରୁ ମାନସିକ ଚାପ ଭୋଗୁଛନ୍ତି। ଆଜି ଟିକେ ଶାନ୍ତି ମିଳିବ।  ନୂତନ ଗତିବିଧି ଓ ମନୋରଂଜନ ଆପଣଙ୍କ ପାଇଁ ବିଶ୍ରାମ କରିବା ପାଇଁ ସହାୟକ ହେବ। କୌଣସି ବିବାଦ କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ।

ମକର: (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ) ଆଜି ବଡ ବ୍ୟବସାୟ ଆଦାନ-ପ୍ରଦାନ କଲା ବେଳେ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆଜି ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥା ସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା।

କୁମ୍ଭ: (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା) ଆଜି ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ। କିନ୍ତୁ ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ। ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।  

ମୀନ: (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି) ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ। ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ସାମାଜିକ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ।  

Also Read| Cyclone Yaas: ଓଡ଼ିଶାକୁ ଆସୁଛି ବାତ୍ୟା ‘ୟାସ୍’, ଅମ୍ପାନ ଠାରୁ ଭୟଙ୍କର

[amazon_auto_links id=”10233″]

Share this: