ଆଜିର ରାଶିଫଳ

Share this:

ମେଷ: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପରୁ ଆରାମ ମିଳିବ। ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି। ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ। ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ।  ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି।

ବୃଷ: ଯେଉଁ ପରିବେଶ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି, ସେଇଠୁ ବାହାରକୁ ବାହାରନ୍ତୁ।  ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ। ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ। ଆଜି ଯାହା ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି। ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନାହିଁ।

ମିଥୁନ: ଭାବିବା ଆଗରୁ ଦୁଇ ଥର ଭାବନ୍ତୁ। ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ। ଏହି ରାଶିର ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଧନପ୍ରାପ୍ତି ହେବ। ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆଜି ଲାଭ ମିଳି ପାରେ,କିନ୍ତୁ ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ। ଆଜି ନିଜପାଇଁ ଆପଣ ଯଦିବା ସମୟ କାଢ଼ିବାରେ ସକ୍ଷମ ହୋଇପାରିବେ ତଥାପି ଅଚାନକ କୌଣସି ଜରୁରୀ ଅଫିସ କାମପାଇଁ ଆପଣଙ୍କ ଯୋଜନା ପଣ୍ଡୁର ହୋଇଯିବ।

କର୍କଟ: ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଓ ରଙ୍ଗ ରୂପରେ ଉନ୍ନତି କରିବା ପାଇଁ ପ୍ରଚୁର ସମୟ ହେବ। ଏହି ରାଶିର ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଧନପ୍ରାପ୍ତି ହେବ। ଯାହା କାର୍ଯ୍ୟ ଆପଣ କରିଛନ୍ତି,ତାହାର ପ୍ରଶଂସା ଆଉ କାହାକୁ ନବାକୁ ଦିଅନ୍ତୁ ନାହିଁ। ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ।

ସି˚ହ: ସାମାଜିକ ମେଳକୁ ଠୁ ଅଧିକା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ। ଆଜି ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ। ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ।  ହେଇ ପାରେ କି ଆପଣଙ୍କ ଆଖିରୁ ଲୁହ ପୋଛିବା ପାଇଁ କୌଣସି ବିଶେଷ ସାଙ୍ଗ ଆଗକୁ ଆସିବ। ନିଜର ଚାରିଆଡେ ହୋଉଥିବା ଗତିବିଧି ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମର ଶ୍ରୟ ଆଉ କେହି ନେଇ ଯାଇ ପାରେ।

କନ୍ୟା: ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ। ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ।

ତୁଳା: ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି। ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ।  ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ। ଯଦି ଆପଣଙ୍କ ମନରେ ଚିନ୍ତା ଅଛି ତାହେଲେ କୌଣସି ବିଶ୍ୱସ୍ଥ ବନ୍ଧୁ ସହିତ କଥା ହୁଅନ୍ତୁ,ଏହା କଲେ ଆପଣଙ୍କ ହୃଦୟର ବୋଝ ହାଲୁକା ହୋଇ ଯିବ। ପୁରୁଣା ସ୍ମୃତିକୁ ମାନେ ପକାଇ ନିଜର ବନ୍ଧୁଠାକୁ ପୁଣି ଥରେ ସଜ କରିବାର ଦିନ ଆସିଛି।  

ବିଛା: ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ। ଯେଉଁ ବ୍ୟକ୍ତିମାନେ ଅକାରଣ ଧନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ। ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ।  ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ। ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ।

ଧନୁ: ସକରାତ୍ମକ ବିଚାରକୁ ହିଁ ନିଜ ମନକୁ ଆସିବାକୁ ଦିଅନ୍ତୁ। ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ। ସନ୍ଧ୍ୟା ବେଳ ସମୟ ଅତିଥି ମାନଙ୍କ ସହିତ କାଟିବ। ରଚନାତ୍ମକ କାମ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି।

ମକର: ଆଶାବାଦୀ ରୁହନ୍ତୁ ଓ ଉଜ୍ଵଳ ପକ୍ଷକୁ ଦେଖନ୍ତୁ। ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ। ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ। ଏହାଦ୍ୱାରା ଧନ ଲାଭ ହୋଇପାରେ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି। ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ। କିନ୍ତୁ ଏଥିରେ ଏତେ ମତନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ।

କୁମ୍ଭ: ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକମ ସହିତ ପୁଣି ଥରେ ଜଡିତ ହେବ ପାଇଁ ଆଜି ଶୁଭ ଦିନ ଅଟେ। ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ। କାମକାର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ କଥା ସମସ୍ତେ ଶୁଣିବେ। ଛାତ୍ରଛାତ୍ରୀ ମାନେ ଆଜି ପଢାରେ ମନ ଦେବା ଉଚିତ।

ମୀନ: ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ। ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି।  ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ। ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ।

Also Read | Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

Share this: