ଆଜିର ରାଶିଫଳ

ମେଷ: କାର୍ଯ୍ୟ ଚାପ ଯୋଗୁଁ ଆପଣ ଘରେ କ୍ଳାନ୍ତି ଅନୁଭବ କରିବେ। ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ। ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ। ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ। ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ – ଆଉ କାହାଠୁ ସାହାଯ୍ୟର ଆସ ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି।

ବୃଷ: ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ। ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ। ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବା ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି।

ମିଥୁନ: ଭଲ ଜୀବନ ପାଇଁ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ। ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ। ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ। ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ, କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ। ଯାତ୍ରା ଯୋଗୁଁ ବହୁତ ଆନନ୍ଦ ମିଳି ପାରେ ଓ ତାହା ସଂଗେ ସଂଗେ ଜ୍ଞାନ ମଧ୍ୟ ମିଳିବ।

କର୍କଟ: ଆଜି ନିଜ ସ୍ୱାସ୍ଥ୍ୟ ସୁଧାରିବା ଉପପରେ ଧ୍ୟାନ ଦିଅନ୍ତୁ। ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ। ସାଙ୍ଗ ସାଥି ଆପଣଙ୍କ ନିଜି ଜୀବନରେ ଦରକାରରୁ ଅଧିକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବେ। ଛାତ୍ର ମାନଙ୍କ ପାଇଁ ବହୁତ ଉତ୍ତମ ଦିନ। ସେମାନେ ପରୀକ୍ଷାରେ ବଢ଼ିଆ ପ୍ରଦର୍ଶନ କରିବେ।

ସି˚ହ: ଭାଗ୍ୟ ଉପାରେ ନିର୍ଭର କରନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ ଭାଗ୍ୟ ନିଜେ ବହୁତ ଅଳସୁଆ ଥାଏ। ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ। ଆପଣଙ୍କ ପରିବାର ଲୋକେ କୌଣସି ଛୋଟ କଥାକୁ ନେଇକି ବିବାଦ ସୃଷ୍ଟି କରି ପାରନ୍ତି। ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ।

କନ୍ୟା: ଆପଣଙ୍କୁ କାମ-କାର୍ଯ୍ୟ ଦୃଷ୍ଟିରୁ ଧକା ଲାଗି ପାରେ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସାଥ ଦେବା ନାହିଁ ଓ ଏହା କାରଣରୁ ଆପଣଙ୍କୁ କୌଣସି ଦରକାରୀ କାମ ଅଧାରୁ ଛାଡ଼ିବାକୁ ପଡି ପାରେ। ଏମିତିଆ ଅବସ୍ଥାରେ ଧାର୍ଯ୍ୟ ଓ ବୁଦ୍ଧିରେ କାମ କରନ୍ତୁ। ଆପଣ କେବେ ଧନର ମହତ୍ତ୍ଵ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ। ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି। ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି।

ତୁଳା: ଆପଣଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କୁ ଦୁଖୀ କରି ପାରେ। ଏହା କଷ୍ଟ ଆପଣ ନିଜକୁ ଦଉଛନ୍ତି, ସେଥିପାଇଁ ଯେତେ ଶୀଘ୍ର ହୋଇ ପାରେ ଏହାକୁ ଛାଡ଼ନ୍ତୁ। ଅନ୍ୟ ମାନଙ୍କର ସୁଖ-ଦୁଃଖ ବାଣ୍ଟିବାର ଅଭ୍ୟାସ ଆରମ୍ଭ କରନ୍ତୁ। ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ। ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ।

ବିଛା: ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ। କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ। ଯେଉଁମାନେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ। ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ। ଏହା ପାରିବାରିକ ଶାନ୍ତି କୁ ଭଙ୍ଗ କରି ପାରେ।

ଧନୁ: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ। ପିତାଙ୍କ କଡ଼ା ସ୍ଵଭାଵ ଆପଣଙ୍କୁ ନିରାଶ କରି ପାରେ। କିନ୍ତୁ ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ। ଏହା କଲେ ଆପଣଙ୍କୁ ବେଶୀ ଲାଭ ମିଳିବ। ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି।

ମକର: ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କିମ୍ବା ସମ୍ବନ୍ଧୀ ଆସି ପାରନ୍ତି। କୂଟନୀତି ଭାବରେ ସବୁ କିଛି କରନ୍ତୁ ନଚେତ ନୂତନ ବିପଦର ସାମ୍ନା କରିବାକୁ ପଡିପାରେ। ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ।

କୁମ୍ଭ: ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ। ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ। ବହୁତ ସୁନ୍ଦର ଓ ସ୍ନେହୀ ଲୋକ ସହିତ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି। କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ।

ମୀନ: ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁ ଆପଣ ଖୁସି ଅନୁଭବ କରିବେ। ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ। ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ଭଲସେ ବିଚାର କରନ୍ତୁ। ଆଜି ଆପଣ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଯୋଗୁଁ ଘର ଲୋକ ଖୁସିରେ ଭରି ଉଠିବେ। ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ।
Also Read | Religious Places Reopens: ଉଦ୍ଧବ ସରକାରଙ୍କ ନିଷ୍ପତ୍ତି; ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥାନ
[amazon_auto_links id=”9939″]