Covid-19 Odisha: ଆଜି କରୋନାରେ ୧୨ ଜଣଙ୍କର ମୃତ୍ୟୁ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ଶୁକ୍ରବାର କରୋନା (Covid-19) ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୯୫ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Also Read| Odisha Covid-19: ଆଜି ରାଜ୍ୟରେ ୧୨୬୪ ଜଣ କରୋନାରୁ ସୁସ୍ଥ

Share this: