Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

Share this:

ଭୁବନେଶ୍ଵର: Odisha Teacher Recruitment 2022 ଓଡ଼ିଶାରେ ଶିକ୍ଷକଶିକ୍ଷୟତ୍ରୀ ଚାକିରୀ ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଖୁସି ଖବର। ଆଜି ବୁଧବାର ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଓଏସଏସସି ୱେବସାଇଟରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହା ଡିସେମ୍ବର ୧୧ରୁ ଜାନୁଆରୀ ୯ ମଧ୍ୟରେ ଆବେଦନ କରାଯାଇପାରିବ। ଆଶାୟୀ ଯୁବକଯୁବତୀ କେବଳ ଅନଲାଇନରେ ଆବେଦନ କରିପାରିବେ ବୋଲି ସୂଚନା ରହିଛି।

Odisha Teacher Recruitment 2022 OSSC ୱେବସାଇଟରେ ପ୍ରକାଶ ପାଇଥିବା ସୂଚନାଅନୁସାରେ ମୋଟ ୭,୫୪୦ ପଦ ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବ। ଏଥିରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ (PCM)ର ୧୪୧୯, ସିବିଜେଡ୍ (CBZ) ବର୍ଗର ୧୨୦୫ଟି ପଦ ଖାଲି ରହିଛି। ସେହିପରି ହିନ୍ଦୀରେ ୧୩୫୨ ପଦରେ, ସଂସ୍କୃତରେ ୭୨୩, ତେଲୁଗୁରେ ୬, ପିଇଟିରେ ୮୪୮ ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି ବୋଲି ଜଣାପଡିଛି।

air bags_under 499

You Might Also Like It

Read Also | OPSC ASO Exam: ଏଏସଓ ପରୀକ୍ଷାରେ ହୋଇନି ଅନିୟମିତତା, ଅଭିଯୋଗ ଭିତ୍ତିହୀନ

Share this:

Leave a Reply

Your email address will not be published. Required fields are marked *