SSC CGL Recruitment 2022: Apply online here ssc.nic.in.

Share this:

ଭୁବନେଶ୍ଵର: SSC CGL Recruitment 2022 Notification: କେନ୍ଦ୍ର କର୍ମଚାରୀ ଚୟନ ଆୟୋଗ (Staff Selection Commission-SSC) କମ୍ବାଇଣ୍ଡ ଗ୍ରାଜୁଏଟ ଲେବେଲ ପରୀକ୍ଷା (Combined Graduate Level Examination-CGL) 2022 ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। SSC CGL 2022 ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ssc.nic.in ରେ ଆବେଦନ କରିପାରିବେ।


ସମସ୍ତ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ ssc.nic.in ରେ SSC CGL ପରୀକ୍ଷା 2022 ଆବେଦନ କରିପାରିବେ। SSC CGL 2022 ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର 8, 2022, ରାତି 11 ଟା ପର୍ଯ୍ୟନ୍ତ। ସେହି ସମୟ ସୀମା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ବିଜ୍ଞାପନରେ କୁହାଯାଇଛି।

ସର୍ବାଧିକ ବୟସ ସୀମା (Age Limit :

୧ ଜାନୁୟାରୀ ୨୦୨୨ ସୁଦ୍ଧା ପରକ୍ଷାର୍ଥୀଙ୍କ ବୟସ ୧୮ ରୁ ୩୨ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ। ସରଂକ୍ଷିତ ବର୍ଗ ପାଇଁ ବୟସ ସୀମା କୋହଳ ଅଛି। ଅଧିକ ବିବରଣୀ ପାଇଁ advertisement ଦେଖି ପାରିବେ।

ଶିକ୍ଷାଗତ ଯୋଗ୍ୟତା (Educational Qualification) :

ପରୀକ୍ଷାର୍ଥୀ ଯେକୌଣସି ସ୍ନାତକ ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ଥିବା ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହାସଲ କରିଥିବେ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତିକୁ ଅନୁସରଣ କରନ୍ତୁ।

How to apply for SSC CGL 2022

First visit the official website ssc.nic.in

Login with your registration number and password. In case you are applying for the first time then register yourself and then log in with the credentials

Under the “Apply” tab click on “Combined Graduate Level Examination, 2022”

Fill out the application form and upload the required documents.

Pay the application fee and submit your SSC CGL 2022 application form.

Download the application form and keep a copy for future reference.

canon

Important Dates:

Dates for submission of online applications: September 17 to October 8

Last date and time for receipt of online applications: October 8, 11 pm

Last date and time for generation of offline Challan: 08-10-2022 (23:00)

Last date and time for making online fee payment :  09-10-2022 (23:00)

Last date for payment through Challan (during working hours of Bank) 10/10/2022

Tentative Schedule of Tier-I (Computer Based Examination) December 2022

Tentative Schedule of Tier-II (Computer Based Examination) To be notified later.

Follow the official website for more details. Click here for full Recruitment notification.

Read Also | Covid Cases in Odisha: ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ଆଜି ୧୨୫ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *